Sorry, you need to enable JavaScript to visit this website.
Skip to main content

ବିଡବ୍ଲୁଏଫ ଓଡିଶା ଓପନ ୨୦୨୨

Sports Inner Banner

ବିଡବ୍ଲୁଏଫ ଓଡିଶା ଓପନ ୨୦୨୨

25-Jan-2021 to 30-Jan-2021

ଓଡିଶାର ପ୍ରଥମ ବିଡବ୍ଲୁଏଫ ଇଭେଣ୍ଟ, ଓଡିଶା ଓପନ୍ ୨୦୨୨ କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ୨୫ ରୁ ୩୦ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ୧୪ ବର୍ଷୀୟ ଉନ୍ନତି ହୁଡା ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଥିବାବେଳେ କିରଣ ଜର୍ଜ ଫାଇନାଲରେ ପ୍ରିୟାଂଶୁ ରାଜୱାଟଙ୍କୁ ପରାସ୍ତ କରି ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଏହା ପ୍ରଥମ ଥର ପାଇଁ ଓଡିଶା ଏକ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଆୟୋଜନ କରିଛି ଏବଂ ଭବିଷ୍ୟତରେ ଆହୁରି ଅନେକ ଆୟୋଜନ କରିବ |